ସ୍ନେହ କ୍ରୀତ Sneha krīta

  • ସଂ. ବିଣ. ପୁଂ. ( 3 ୟା ତତ୍)—(ଲକ୍ଷଣାର୍ଥ) — ସ୍ନେହ ଦ୍ୱାରା କିଣା ହେବା ପରି ବଶୀଭୂତ — (figurative) Purchased or over-powered with affection shown by another