ସ୍ନିଗ୍ଧ Snigdha

  • ସଂ. ବିଣ. ପୁଂ (ସ୍ନିହ୍ ଧାତୁ=ସ୍ନେହ କରିବା, ଚିକ୍କଣ କରିବା, ତୈଳାକ୍ତ କରିବା+ କର୍ମ. ତ) — ଅରୁକ୍ଷ; ସ୍ନେହଯୁକ୍ତ; ତେଲିଆ (ଅମର) — Oily; oiled; greasy
  • ସଂ. ବିଣ. ପୁଂ (ସ୍ନିହ୍ ଧାତୁ=ସ୍ନେହ କରିବା, ଚିକ୍କଣ କରିବା, ତୈଳାକ୍ତ କରିବା+ କର୍ମ. ତ) — ଚକଚକିଆ — Glossy; shining
  • ସଂ. ବିଣ. ପୁଂ (ସ୍ନିହ୍ ଧାତୁ=ସ୍ନେହ କରିବା, ଚିକ୍କଣ କରିବା, ତୈଳାକ୍ତ କରିବା+ କର୍ମ. ତ) — ଚିକ୍କଣ; ମସୃଣ (ଶବ୍ଦରତ୍ନାବଳୀ) — Smooth
  • ସଂ. ବିଣ. ପୁଂ (ସ୍ନିହ୍ ଧାତୁ=ସ୍ନେହ କରିବା, ଚିକ୍କଣ କରିବା, ତୈଳାକ୍ତ କରିବା+ କର୍ମ. ତ) — ପ୍ରିୟ; ସ୍ନେହପାତ୍ର; ସ୍ନେହର ଆଧାର — Beloved; dear; object of affection; affectionate
  • ସଂ. ବିଣ. ପୁଂ (ସ୍ନିହ୍ ଧାତୁ=ସ୍ନେହ କରିବା, ଚିକ୍କଣ କରିବା, ତୈଳାକ୍ତ କରିବା+ କର୍ମ. ତ) — ସ୍ନେହଯୁକ୍ତ; ବତ୍ସଳ; ସ୍ନେହୀ — Loving; fond
  • ସଂ. ବିଣ. ପୁଂ (ସ୍ନିହ୍ ଧାତୁ=ସ୍ନେହ କରିବା, ଚିକ୍କଣ କରିବା, ତୈଳାକ୍ତ କରିବା+ କର୍ମ. ତ) — ସୁଶ୍ରାବ୍ୟ; ଶ୍ରୁତିମଧୁର — Sweet to the ear; agreeable to hear
  • ସଂ. ବିଣ. ପୁଂ (ସ୍ନିହ୍ ଧାତୁ=ସ୍ନେହ କରିବା, ଚିକ୍କଣ କରିବା, ତୈଳାକ୍ତ କରିବା+ କର୍ମ. ତ) — ସୁଖକର ଓ ଶୀତଳ — Cool and pleasing
  • ସଂ. ବିଣ. ପୁଂ (ସ୍ନିହ୍ ଧାତୁ=ସ୍ନେହ କରିବା, ଚିକ୍କଣ କରିବା, ତୈଳାକ୍ତ କରିବା+ କର୍ମ. ତ) — ନିବିଡ଼ — Thick
  • ସଂ. ବିଣ. ପୁଂ (ସ୍ନିହ୍ ଧାତୁ=ସ୍ନେହ କରିବା, ଚିକ୍କଣ କରିବା, ତୈଳାକ୍ତ କରିବା+ କର୍ମ. ତ) — କୋମଳ — Soft
  • ସଂ. ବିଣ. ପୁଂ (ସ୍ନିହ୍ ଧାତୁ=ସ୍ନେହ କରିବା, ଚିକ୍କଣ କରିବା, ତୈଳାକ୍ତ କରିବା+ କର୍ମ. ତ) — ଶୀତଳତାକାରକ — Cooking
  • ସଂ. ବିଣ. ପୁଂ (ସ୍ନିହ୍ ଧାତୁ=ସ୍ନେହ କରିବା, ଚିକ୍କଣ କରିବା, ତୈଳାକ୍ତ କରିବା+ କର୍ମ. ତ) — ରମ୍ୟ; ରମଣୀୟ — Pleasing
  • ସଂ. ବି — ଶିକ୍ଥକ; ମହଣ (ରାଜନିର୍ଘଣ୍ଟ) — Wax