ସ୍ନିଗ୍ଧଚ୍ଛଦ Snigdhachchhada

  • ସଂ. ବି (ବହୁବ୍ରୀହି; ସ୍ନିଗ୍ଧ+ଚ୍ଛଦ) — ବରଗଛ (ହି. ଶ.) — Banian tree
  • ସଂ. ବିଣ — ମସୃଣପତ୍ରବିଶିଷ୍ଟ — Having smooth leaves