ସ୍ନିଗ୍ଧ ଦୃଷ୍ଟି Snigdha dṛushṭi

  • ସଂ. ବି (କର୍ମଧା) — ମଧୁର ଦୃଷ୍ଟି — Sweet look; loving glance
  • ସଂ. ବି (କର୍ମଧା) — କୋମଳ ଦୃଷ୍ଟି — Fond or soft look
  • ସଂ. ବିଣ. ପୁଂ. ଓ ସ୍ତ୍ରୀ (ବହୁବ୍ରୀହି) — କୋମଳ ଦୃଷ୍ଟିଯୁକ୍ତ — Sweetlooking