ସ୍ନାୟୂର୍ମ Snāyūrma
- ସଂ. ବି (ସ୍ନାୟୁ+ଆର୍ମନ୍; 1 ମା 1 ବ) — ନେତ୍ରରୋଗ ବିଶେଷ (ମାଧବକର ନିଦାନ) — A sort of eye-disease
- ସଂ. ବି (ସ୍ନାୟୁ+ଆର୍ମନ୍; 1 ମା 1 ବ) — [ଦ୍ର—ଏ ରୋଗରେ ଆଖିର ଧଳାଅଂଶ ଉପରେ ଗୋଟିଏ ଗ୍ରନ୍ଥି ବାହାରି ପଡ଼େ; ଏ ରୋଗ 3 ପ୍ରକାର:— ଅର୍ଦ୍ଧଭେଦ, ଉର୍ଦ୍ଧ୍ୱଭେଦ ଓ ଅଧୋଭେଦ—ହି. ଶ।] — [ଦ୍ର—ଏ ରୋଗରେ ଆଖିର ଧଳାଅଂଶ ଉପରେ ଗୋଟିଏ ଗ୍ରନ୍ଥି ବାହାରି ପଡ଼େ; ଏ ରୋଗ3ପ୍ରକାର:— ଅର୍ଦ୍ଧଭେଦ, ଉର୍ଦ୍ଧ୍ୱଭେଦ ଓ ଅଧୋଭେଦ—ହି. ଶ]