ସ୍ନାନୀୟ Snānīya

  • ସଂ. ବିଣ—(ସ୍ନାନ+ଈୟ) — ସ୍ନାତ ହେବାର ଯୋଗ୍ୟ — Fit to be bathered
  • ସଂ. ବିଣ—(ସ୍ନାନ+ଈୟ) — ସ୍ନାନସମ୍ବନ୍ଧୀୟ — Relating to bath
  • ସଂ. ବିଣ—(ସ୍ନାନ+ଈୟ) — ସ୍ନାନୋପଯୋଗୀ — Requisite for a bath
  • ସଂ. ବି — ସ୍ନାନସାଧନ; ସ୍ନାନ ସମ୍ପାଦକ ଦ୍ରବ୍ୟ (ଯଥା—ଜଳ, ଗନ୍ଧଦ୍ରବ୍ୟ, ସାବୁନ, ଗାମୁଛା ତୈଳ ଇତ୍ୟାଦି) — Materials required for a bath; requisitites for a bath