ସ୍ନାନ ପୂର୍ଣ୍ଣିମା Snāna pūrṇṇimā

  • ସଂ. ବି — ଜ୍ଯୈଷ୍ଠ ପୂର୍ଣ୍ଣିମା, ଯେଉଁ ଦିନ ବିଷ୍ଣୁ ପ୍ରତିମାଙ୍କର ସ୍ନାନ ମଣ୍ଡପରେ ସ୍ନାନ ବିଧି ସମ୍ପାଦିତ ହୁଏ — Full moon of Jya̲i̱shṭha