ସ୍ନାନ ତୃଣ Snāna tṛuṇa

  • ସଂ. ବି — କୁଶ (ଶବ୍ଦମାଳା) — the Kuṡa grass
  • ସଂ. ବି — (ଦ୍ର—କୁଶକୁ ହସ୍ତରେ ଧାରଣ କରି ସ୍ନାନ କରିବାରେ ବିଧି ଶାସ୍ତ୍ରରେ ଅଛି। (ହି. ଶ)