ସ୍ଥେୟାନ୍ Stheyān

  • ସଂ. ବିଣ. ପୁଂ (ସ୍ଥିର+ ଅତ୍ୟର୍ଥେ ଈୟସ୍=ସ୍ଥେୟସ୍; 1 ମା 1 ବ) — ଅତି ସ୍ଥିର (ଅମର) — Very calm or fixed
  • ସଂ. ବିଣ. ପୁଂ (ସ୍ଥିର+ ଅତ୍ୟର୍ଥେ ଈୟସ୍=ସ୍ଥେୟସ୍; 1 ମା 1 ବ) — ଶ୍ରେଷ୍ଠ — Excellent
  • ସଂ. ବିଣ. ପୁଂ (ସ୍ଥିର+ ଅତ୍ୟର୍ଥେ ଈୟସ୍=ସ୍ଥେୟସ୍; 1 ମା 1 ବ) — ଶାଶ୍ୱତ (ଭରତ) — Eternal