ସ୍ଥୂଳୋଚ୍ଚୟ Sthūḻochchaya

  • ସଂ. ବି — ହସ୍ତୀର ମଧ୍ୟମ ଗତି (ମେଦିନୀ) — Medium motion of an elephant
  • ସଂ. ବି — ଗଣ୍ଡୋ— ପଳ; ଗଣ୍ଡଶୈଳ (ମେଦିନୀ) — A big block of stone
  • ସଂ. ବି — ଅସମ୍ପୂର୍ଣ୍ଣତା (ମେଦିନୀ) — Incompleteness
  • ସଂ. ବି — ବରଣ୍ଡ; ବ୍ରଣ (ମେଦିନୀ) — Boil
  • ସଂ. ବି — ହସ୍ତିଦନ୍ତ ମଧ୍ୟସ୍ଥ ରନ୍ଧ୍ର — The bore inside the tusk of the elephant