ସ୍ଥୂଳୈଳା Sthūḻa̲i̱ḻā

  • ସଂ. ବି (କର୍ମଧା) — ବଡ଼ ଅଳା(ଳେ,ଲେ)ଇଚ — The larger variety of Cardamum
  • ସଂ. ବି (କର୍ମଧା) — [ଦ୍ର—ଏହା ଶୀତଳ, ତିକ୍ତ ସୁଗନ୍ଧ, ପିତ୍ତାର୍ତ୍ତିକଫହର, ହୃଦ୍ରୋଗନାଶକ, ପୁଂସ୍ତ୍ୱ ନାଶକ ଓ ରୋଚକ।]