ସ୍ଥୂଳାମ୍ର Sthūḻāmra

  • ସଂ. ବି — ମହାରାଜଚୂତ; ଉତ୍କୃଷ୍ଟ ଆମ୍ରବିଶେଷ [ରାଜନିର୍ଘଣ୍ଟ] — A species of excellent mango
  • ସଂ. ବି — କଲମୀଆମ୍ବ [ହି. ଶ] — Mango from graft