ସ୍ଥୂଳାଙ୍ଗ Sthūḻāṅga

  • ସଂ. ବି (କର୍ମଧା) — ମୋଟ ଦେହ — Fat body
  • ସଂ. ବି (କର୍ମଧା) — ଏକ ପ୍ରକାର ଚାଉଳ (ହି. ଶ) — A species of rice
  • ବିଣ. ପୁଂ — ପୃଥୁଳ ଦେହ— ବିଶିଷ୍ଟ — Fat; corpulent