ସ୍ଥୂଳପାଦ Sthūḻapāda

  • ସଂ. ବିଣ. ପୁଂ (ବହୁବ୍ରୀହି) — ଗୋଦରା; ମୋଟା ଗୋଡ଼ବିଶିଷ୍ଟ; ଶ୍ଳୀପଦୀ — Having elephantiasis of the leg
  • ବି — ହସ୍ତୀ (ଶବ୍ଦମାଳା) — Elephant