ସ୍ଥୂଳତ୍ୱ Sthūḻatwa
- ସଂ. ବି (ସ୍ଥୂଳ+ଭାବ ତା ତ୍ୱ) — ସ୍ଥୂଳଭାବ — Fatness; corpulence
- ସଂ. ବି (ସ୍ଥୂଳ+ଭାବ ତା ତ୍ୱ) — (ଜ୍ୟୋତିଷ) ତାରାମାନଙ୍କ ଉଜ୍ଜ୍ୱଳତାର ପରିମାଣ — Magnitude of stars determined according to the degree of their effulgence
- ସଂ. ବି (ସ୍ଥୂଳ+ଭାବ ତା ତ୍ୱ) — [ଦ୍ର—ଖୁବ୍ ଉଜ୍ଜ୍ୱଳ ତାରାକୁ ପ୍ରଥମ ସ୍ଥୂଳତାଯୁକ୍ତ, ତାଠାରୁ କ୍ଷୀଣକୁ, ଦ୍ୱିତୀୟ, ଏହିପରି କ୍ରମଶଃ କ୍ଷୀଣତର ତାରାମାନଙ୍କୁ 3 ୟ, 4 ର୍ଥ, 5 ମ ଓ 6 ଷ୍ଠ ସ୍ଥୂଳତା ଅନୁସାରେ ଡକାଯାଏ।] — [ଦ୍ର—ଖୁବ୍ ଉଜ୍ଜ୍ୱଳ ତାରାକୁ ପ୍ରଥମ ସ୍ଥୂଳତାଯୁକ୍ତ, ତାଠାରୁ କ୍ଷୀଣକୁ, ଦ୍ୱିତୀୟ, ଏହିପରି କ୍ରମଶଃ କ୍ଷୀଣତର ତାରାମାନଙ୍କୁ3ୟ,4ର୍ଥ,5ମ ଓ6ଷ୍ଠ ସ୍ଥୂଳତା ଅନୁସାରେ ଡକାଯାଏ]