ସ୍ଥୂଳଚର୍ମା Sthūḻa charmā

  • ସଂ. ବିଣ [ସ୍ଥୂଳଚର୍ମନ୍ ଶବ୍ଦ; ବହୁବ୍ରୀହି] — ଯେଉଁ ଜୀବ ମାନଙ୍କର ଶରୀର ମୋଟା ଚମରେ ଆବୃତ ଥାଏ — Pachydermate (animals); thick-skined
  • ସଂ. ବିଣ [ସ୍ଥୂଳଚର୍ମନ୍ ଶବ୍ଦ; ବହୁବ୍ରୀହି] — [ଦ୍ର—ହାତୀ, ଗଣ୍ଡା, ଶୂକର, ହିପୋପଟାମସ୍ ପ୍ରଭୃତି ଜୀବ ସ୍ଥୂଳଚର୍ମୀ ଅଟନ୍ତି।]