ସ୍ଥୂଳକନ୍ଦ Sthūḻa kanda

  • ସଂ. ବି — ରକ୍ତଲଶୁନ (ରାଜନିର୍ଘଣ୍ଟ) — Red garlic
  • ସଂ. ବି — ଶୂରଣ; ଓଲୁଅ (ରାଜନିର୍ଘଣ୍ଟ) — Wild arum
  • ସଂ. ବି — ହସ୍ତିକନ୍ଦ (ରାଜନିର୍ଘଣ୍ଟ) — Raphanus Sativus (root-bulb)
  • ସଂ. ବି — ମାଣକନ୍ଦ; ମାଣସାରୁ (ରାଜନିନିର୍ଘଣ୍ଟ) — Arum Indicum; Alocacia Indica