ସ୍ଥୂଳ ଶାଳି Sthūḻa ṡaḻi

  • ସଂ. ବି — ବଡ଼ଧାନ; ଶାଳି ଧାନ୍ୟଭେଦ; ମୋଟ ଶାରଦ ଧାନ — Coarse winter paddy
  • ସଂ. ବି — [ଦ୍ର—ଏହା ସ୍ୱାଦୁ; ମଧୁର; ଶୀତଳ; ପିତ୍ତନାଶକ ଓ ଜୀର୍ଣ୍ଣଜ୍ୱର- ଦାହଜ୍ୱରରୋଗନାଶକ; ଅଗ୍ନିବଳବୀର୍ଯ୍ୟକର।]