ସ୍ଥୂଳ ଦେହ Sthūḻa deha

  • ସଂ. ବି (କର୍ମଧା) — ସ୍ଥୂଳ କାୟା; ମୋଟା ଶରୀର — Fat body
  • ସଂ. ବି (କର୍ମଧା) — ଜଡ଼ ଶରୀର — Gross material body; physical body
  • ସଂ. ବି (କର୍ମଧା) — [ଉ—ସ୍ଥୂଳଦେହେ ସଦା ଅସୁଲଭ ସେହି ପାଣ୍ଡୁର ଛବି ବାମାର—ରାଧାନାଥ, ପାର୍ବତୀ।]
  • ବିଣ. ପୁଂ — ସ୍ଥୂଳକାୟ — Corpulent; fat