ସ୍ଥୂଳ ଜୀରକ Sthūḻa jīraka

  • ସଂ. ବି — ଜୀରକଭେଦ; ବୃହଜ୍ଜୀରକ; କୃଷ୍ଣଜୀରକ; କଳାଜିରା — Negella Sativa
  • ସଂ. ବି — [ଦ୍ର—ଏଥିର ପର୍ଯ୍ଯାୟ—ଦିବ୍ୟା, ଉପକୁଞ୍ଚିକା, କାଳା ପୃଥୁ, ସ୍ଥୂଳକଣା, ପୃଥ୍ୱୀ, ମନୋଜ୍ଞା, ଜାରଣୀ, ଜୀର୍ଣ୍ଣା, ତରୁଣ, ସୁଷବୀ, କାରବୀ, ପୃଥ୍ୱୀକା। ଏହା କଟୁ, ତିକ୍ତ, ଉଷ୍ଣ ଓ ବାତ— ଗୁଳ୍ମ ଶ୍ଳେଷ୍ମାଧ୍ମାନାଶକ, ଜୀର୍ଣ୍ଣକାରକ ଓ ଦୀପକ।]