ସ୍ଥୂଳ କଟୀ Sthuḻa kaṭī

  • ସଂ. ବି (କର୍ମଧା) — ମୋଟ ଅଣ୍ଟା — Thick-waisted woman
  • ସ୍ତ୍ରୀ (ବହୁବ୍ରୀହି) — ଯାହାର ଅଣ୍ଟା ମୋଟ — Thick-waisted woman
  • ସ୍ତ୍ରୀ (ବହୁବ୍ରୀହି) — (ଉ— ମର୍କଟବଦନା ରାମା, ସ୍ଥୂଳକଟୀ କ୍ଷୀଣସ୍ତନା, ଦଶଇ ଛାମୁର ଦନ୍ତ, ଯେହ୍ନେ ମନ୍ଦର—ହାସ୍ୟତରଙ୍ଗ।)