ସ୍ଥିରୀକୃତ Sthirīkṛuta

  • ସଂ. ବିଣ (ସ୍ଥିର+ଅଭୂତଦ୍ଭାବେ ଈ+ କୃତ) — ଅବଧାରିତ — Ascertained
  • ସଂ. ବିଣ (ସ୍ଥିର+ଅଭୂତଦ୍ଭାବେ ଈ+ କୃତ) — ନିର୍ଣ୍ଣୀତ — Fixed
  • ସଂ. ବିଣ (ସ୍ଥିର+ଅଭୂତଦ୍ଭାବେ ଈ+ କୃତ) — ଦୃଢ଼ୀକୃତ — Strengthened
  • ସଂ. ବିଣ (ସ୍ଥିର+ଅଭୂତଦ୍ଭାବେ ଈ+ କୃତ) — ମୀମାଂସିତ — Settled
  • ସଂ. ବିଣ (ସ୍ଥିର+ଅଭୂତଦ୍ଭାବେ ଈ+ କୃତ) — ପ୍ରତିଜ୍ଞାତ — Resolved; determined