ସ୍ଥିରାୟୁଃ Sthirāyuh

  • ସଂ. ବିଣ (ସ୍ଥିର+ଆୟୁସ୍; 1 ମା 1 ବ) — ଚିରଜୀବୀ, ଚିରାୟୁଃ — Long-living
  • ସଂ. ବିଣ (ସ୍ଥିର+ଆୟୁସ୍; 1 ମା 1 ବ) — ଅମର (ହି. ଶ) — Immortal
  • ବି — ଶାଳ୍ମଳୀ ବୃକ୍ଷ (ଅମର) — The silk cotton tree; Bombax Malabarica