ସ୍ଥିରବୁଦ୍ଧି Sthira buddhi
- ସଂ. ବି (କର୍ମଧା) — ଅବିଚଳିତ ମତି ବା ବୁଦ୍ଧି — Steady mind
- ଦେ. ବି (କଚିରିଆ ଭାଷା) — ସୁବିଚାରଯୁକ୍ତମନ;— ଅବିଚଳିତ ମତି — Calm thought; undisturbed mind
- ଦେ. ବି (କଚିରିଆ ଭାଷା) — ଚୈତନ୍ୟ; ବିବେଚନାଯୁକ୍ତ ମନ — Sedateness; sensible mind or intellect
- ସଂ. ବିଣ ଓ ସ୍ତ୍ରୀ—(ବହୁବ୍ରୀହି) — ଯାହାର ଚିତ୍ତ ଅବିଚଳିତ — Having a calm mind
- ସଂ. ବିଣ ଓ ସ୍ତ୍ରୀ—(ବହୁବ୍ରୀହି) — ଦୃଢ଼ପ୍ରତିଜ୍ଞ — Determined firm of determination
- ସଂ. ବିଣ ଓ ସ୍ତ୍ରୀ—(ବହୁବ୍ରୀହି) — ସୁବିଚାରଯୁକ୍ତ — Sedate
- ସଂ. ବିଣ ଓ ସ୍ତ୍ରୀ—(ବହୁବ୍ରୀହି) — କାମକ୍ରୋଧାଦି ଦ୍ୱାରା ଅବିଚଳିତ — Dispassionate