ସ୍ଥିରଚ୍ଛାୟ Sthirachchhāya

  • ସଂ. ବି (ସ୍ଥିର+ ଛାୟା; ବହୁବ୍ରୀହି) — ବୃକ୍ଷ (ଶବ୍ଦମାଳା) — Trees (genetrally)
  • ସଂ. ବି (ସ୍ଥିର+ ଛାୟା; ବହୁବ୍ରୀହି) — ଛାୟା— ପ୍ରଧାନ ବୃକ୍ଷ; ଛାୟାତରୁ — Shady tree