ସ୍ଥିର ଶ୍ରୀ Sthira ṡrī

  • ସଂ. ବିଣ. ପୁଂ ଓ ସ୍ତ୍ରୀ (ବହୁବ୍ରୀହି) — ଯେଉଁ ବ୍ଯକ୍ତିର ଲକ୍ଷୀ ବା ସମ୍ପଦ ଅଚଳ ରହେ (ମତ୍ସ୍ୟପୁରାଣ) — (a person) Whose property lasts long