ସ୍ଥିର ପୁଷ୍ପ Sthira pushpa

  • ସଂ. ବି — ଚମ୍ପକ ବୃକ୍ଷ [ରାଜନିର୍ଘଣ୍ଟ] (ଦେଖ) — Champaka bṛusksha (See)
  • ସଂ. ବି — ବକୁଳ ବୃକ୍ଷ [ରାଜନିର୍ଘଣ୍ଟ] (ଦେଖ) — Bakuḻa bṛuksha (See)
  • ସଂ. ବି — ତିଳକ ପୁଷ୍ପ ବୃକ୍ଷ [ହି. ଶ] — The Tiḻaka flower tree