ସ୍ଥିର ପତ୍ର Sthira patra

  • ସଂ. ବି (ବହୁବ୍ରୀହି) — ହିନ୍ତାଳ [ରାଜନିର୍ଘଣ୍ଟ]— (ଦେଖ) — Hintāḻa (See)
  • ସଂ. ବି (ବହୁବ୍ରୀହି) — ଶ୍ରୀତାଳ [ହି. ଶ] — A species of palmyra