ସ୍ଥିର ଗନ୍ଧା Sthira gandhā

  • ସଂ. ବି — ପାଟଳା; ପାଟଳି ଗଛ [ରାଜନିର୍ଘଣ୍ଟ] (ଦେଖ) — Pāṭaḻā (See)
  • ସଂ. ବି — କେତକୀ — Pandanus Odoratissimus
  • ସଂ. ବିଣ. ସ୍ତ୍ରୀ — ସ୍ଥିର ଗନ୍ଧର ସ୍ତ୍ରୀଲିଙ୍ଗ — Feminine of Sthira gandha