ସ୍ଥିତି Sthiti

  • ସଂ. ବି (ସ୍ଥା ଧାତୁ+ଭାବ. ତି) — ଅବସ୍ଥାନ; ରହିବା (ଅମର) — Staying
  • ସଂ. ବି (ସ୍ଥା ଧାତୁ+ଭାବ. ତି) — (+ଅଧିକରଣେ ତ)—ସୀମା (ମେଦିନୀ) — Boundary; limit
  • ସଂ. ବି (ସ୍ଥା ଧାତୁ+ଭାବ. ତି) — ମର୍ଯ୍ୟାଦା; ନ୍ଯାୟପଥରେ ଅବସ୍ଥାନ (ଅମର) — Propriety of conduct
  • ସଂ. ବି (ସ୍ଥା ଧାତୁ+ଭାବ. ତି) — ସଂସ୍ଥିତି; କୌଣସି ଅବସ୍ଥାରେ କିଛିକାଳ ରହିବା। (ଶବ୍ଦ ରତ୍ନାବଳୀ) — Continuance in any state or condition
  • ସଂ. ବି (ସ୍ଥା ଧାତୁ+ଭାବ. ତି) — ସ୍ଥିରତା; ସ୍ଥାୟିତ୍ୱ — Stability; fixity
  • ସଂ. ବି (ସ୍ଥା ଧାତୁ+ଭାବ. ତି) — ପାଳନ — Bring up; cherishing
  • ସଂ. ବି (ସ୍ଥା ଧାତୁ+ଭାବ. ତି) — (+କରଣ. ତି) ସଂସ୍ଥାନ; ଜୀବଧାରଣ; ଜୀବିକା — Living; livelihood
  • ସଂ. ବି (ସ୍ଥା ଧାତୁ+ଭାବ. ତି) — ବିଶ୍ରାମ — Rest
  • ସଂ. ବି (ସ୍ଥା ଧାତୁ+ଭାବ. ତି) — ଅବଧାରଣ — Determination
  • ସଂ. ବି (ସ୍ଥା ଧାତୁ+ଭାବ. ତି) — ସିଦ୍ଧାନ୍ତ — Decision
  • ସଂ. ବି (ସ୍ଥା ଧାତୁ+ଭାବ. ତି) — ଏକସ୍ଥାନରେ ବନ୍ଦ ହେବା — Stoppage at a place
  • ସଂ. ବି (ସ୍ଥା ଧାତୁ+ଭାବ. ତି) — ନିବୃତ୍ତି — Cessation