ସ୍ଥାୟୁକ Sthāyuka

  • ସଂ. ବିଣ (ସ୍ଥା ଧାତୁ+କର୍ତ୍ତୃ. ଉକ) — ଏକ ଗ୍ରାମରେ ନିୟୋଜିତ (ଅମର) — Employed or serving in the same village
  • ସଂ. ବିଣ (ସ୍ଥା ଧାତୁ+କର୍ତ୍ତୃ. ଉକ) — ସ୍ଥାୟୀ — Permanent
  • ବି. ପୁଂ — ଗ୍ରାମର ମଣ୍ଡଳ, ଗ୍ରାମାଧିପତି — Headman of a village