ସ୍ଥାୟିଭାବ Sthāyi bhāba
- ସଂ. ବି (ସ୍ଥାୟିନ୍+ଭାବ କର୍ମ ଧା) — ସ୍ଥାୟିତ୍ୱ (ଦେଖ) — Sthāyitwa (See)
- ସଂ. ବି (ସ୍ଥାୟିନ୍+ଭାବ କର୍ମ ଧା) — (ସାହିତ୍ୟ) ରସର ତ୍ରିଧାଭାବାନ୍ତଗର୍ତ ଭାବବିଶେଷ — Permanent state of a sentiment
- ସଂ. ବି (ସ୍ଥାୟିନ୍+ଭାବ କର୍ମ ଧା) — [ଦ୍ର—ଭିନ୍ନ ଭିନ୍ନ ରସ ମନରେ ଯେଉଁ ବହୁକାଳସ୍ଥାୟୀ ଭାବ ଜନ୍ମାଏ ତାକୁ ସ୍ଥାୟୀଭାବ ବୋଲାଯାଏ। ରସର ଭାବ 3 ପ୍ରକାର। — [ଦ୍ର—ଭିନ୍ନ ଭିନ୍ନ ରସ ମନରେ ଯେଉଁ ବହୁକାଳସ୍ଥାୟୀ ଭାବ ଜନ୍ମାଏ ତାକୁ ସ୍ଥାୟୀଭାବ ବୋଲାଯାଏ ରସର ଭାବ3ପ୍ରକାର
- ସଂ. ବି (ସ୍ଥାୟିନ୍+ଭାବ କର୍ମ ଧା) — ସଞ୍ଜାରୀ, 2 । ବ୍ୟଭିଚାରୀ, 3 । ସ୍ଥାୟୀ। ମତାନ୍ତରରେ - 1 । ସ୍ଥାୟୀ, 2 । ସାତ୍ୱିକ, 3 । ସଞ୍ଚାରୀ। — ସଞ୍ଜାରୀ,2 ବ୍ୟଭିଚାରୀ,3 ସ୍ଥାୟୀ ମତାନ୍ତରରେ - ସ୍ଥାୟୀ,2 ସାତ୍ୱିକ,3 ସଞ୍ଚାରୀ
- ସଂ. ବି (ସ୍ଥାୟିନ୍+ଭାବ କର୍ମ ଧା) — ଶୃଙ୍ଗାରାଦି ନଅଟି ରସର ଅବସ୍ଥାନକାଳ ପର୍ଯ୍ୟନ୍ତ ମନରେ ଯେଉଁ ଭବମାନ ଯଥାକ୍ରମେ ଥାଏ। ଯଥା—ଶୃଙ୍ଗାରରସର ସ୍ଥାୟିଭାବ—ରତି, ହାସ୍ୟରସର— ହାସ୍ୟ, କରୁଣରସର—ଶୋକ, ରୌଦ୍ରରସର—କ୍ରୋଧ, ବୀରରସର—ଉତ୍ସାହ, ଭୟାନକ ରସର, ଭୟ, ବୀଭସ୍ଥ ରସର ଜୁଗୁପ୍ସା ବା ଘୃଣା, ଅଦ୍ଭୁତରସର—ବିସ୍ମୟ, ଶାନ୍ତିରସର—ଶମ ବା ନିର୍ବେଦ। ସ୍ଥାୟିଭାବ ସର୍ବଦା ଚିତ୍ତରେ ସଂସ୍କାରରୂପରେ ବର୍ତ୍ତମାନ ଥାଏ ଓ ବିଭାବ ଆଦିରେ ଅଭିବ୍ଯକ୍ତ ହୋଇ ରସତ୍ୱ ପ୍ରାପ୍ତ ହୁଏ। ହି. ଶ।)
- ସଂ. ବି (ସ୍ଥାୟିନ୍+ଭାବ କର୍ମ ଧା) — ସ୍ଥାୟିଭାବର ଅନ୍ଯ ସଂଜ୍ଞା— ଯାହା ରସାସ୍ୱାଦନର ଅଙ୍କୁରସ୍ୱରୁପ ଏବଂ ଅବିରୁଦ୍ଧ ବା ବିରୁଦ୍ଧ କୌଣସି ଭାବ ଯାହାକୁ ଆଚ୍ଛାଦିତ କରି ପାରେ ନାହିଁ ତାହା ସ୍ଥାୟିଭାବ ଅଟେ।)