ସ୍ଥାୟିତ୍ୱ Sthāyitwa

  • ସଂ. ବି (ସ୍ଥାୟିନ୍+ଭାବାର୍ଥେ ତା, ତ୍ୱ) — ସ୍ଥିରତା — Fixedness
  • ସଂ. ବି (ସ୍ଥାୟିନ୍+ଭାବାର୍ଥେ ତା, ତ୍ୱ) — ସ୍ଥାୟୀ ହେବା ଭାବ — The state of being Sthāyī