ସ୍ଥାସ୍ନୁ Sthāsnu

  • ସଂ. ବିଣ (ସ୍ଥା. ଧାତୁ+କର୍ତ୍ତୃ. ସ୍ନୁ) — ସ୍ଥିତିଶୀଳ; ସ୍ଥାୟୀ (ଦେଖ) — Sthitiṡīḻa, Sthāyī (See)
  • ସଂ. ବିଣ (ସ୍ଥା. ଧାତୁ+କର୍ତ୍ତୃ. ସ୍ନୁ) — ସ୍ଥିରତର — Stable
  • ସଂ. ବିଣ (ସ୍ଥା. ଧାତୁ+କର୍ତ୍ତୃ. ସ୍ନୁ) — ଶାଶ୍ୱତ (ଭରତ) — Eternal
  • ବି — ବୃକ୍ଷ (ଶ୍ରୀଧର ସ୍ୱାମୀ) — Tree