ସ୍ଥାଳୀ ବୃକ୍ଷ Sthāḻī bṛuksha

  • ସଂ ବି — ଅଶ୍ୱତ୍ଥ ଭେଦ (ଭାବପ୍ରକାଶ); ନନ୍ଦୀବୃକ୍ଷ — A sort of piper tree
  • ସଂ ବି — [ଦ୍ର—ଏହାର ପର୍ଯ୍ଯାୟ—ନନ୍ଦୀବୃକ୍ଷ, ଅଶ୍ୱତ୍ଥଭେଦ, ପ୍ରରୋହୀ, ଗଜପାଦପ, କ୍ଷୀରତରୁ, କ୍ଷୀରୀ, ବନସ୍ପତି। ବୈଦ୍ଯକ ମତରେ ଏହା ଲଘୁ, ସ୍ୱାଦୁ, ତିକ୍ତ, ତୁବର, ଉଷ୍ଣ, କଟୁପାକରସ, ଗ୍ରାହୀ ଓ ବିଷପିତ୍ତକଫରକ୍ତ— ନାଶକ।]