ସ୍ଥାଳୀ ପାକ Sthāḻī pāka

  • ସଂ. ବି — ହାଣ୍ଡିରେ ପାକ କରିବା — Cooking in a pot
  • ସଂ. ବି — ହାଣ୍ଡିରେ ପାକ କରାଯାଇଥିବା— ଅନ୍ନାଦି — Food cooked in a boiler
  • ସଂ. ବି — ଆହୂତି ଦିଆଯିବା ପାଇଁ ଦୁଧରେ ପାକକରାଯାଇଥିବା ଚାଉଳ ବା ଯବ (ହି. ଶ.); ଚରୁ ବିଶେଷ — Rice or barley boiled in milk for being offered unto the fire
  • ସଂ. ବି — ବୈଦ୍ଯକ ଅନୁସାରେ ଲୌହର ପାକବିଧି ବିଶେଷ (ହି. ଶ) — A mode of purifying iron over for medicinal purpose