ସ୍ଥାବିର Sthābira
- ସଂ. ବି (ସ୍ଥବିର+ଭାବ ଅ; ଯ) — ସ୍ଥାବରତା, ବାର୍ଦ୍ଧକ୍ୟ — Old age
- ସଂ. ବି (ସ୍ଥବିର+ଭାବ ଅ; ଯ) — ପୁରୁଷ ପକ୍ଷେ 70 ଓ ସ୍ତ୍ରୀପକ୍ଷେ 50 ବର୍ଷ ଟପିବା ଅବସ୍ଥା — ପୁରୁଷ ପକ୍ଷେ70ଓ ସ୍ତ୍ରୀପକ୍ଷେ50ବର୍ଷ ଟପିବା ଅବସ୍ଥା. Attainment of the age of 70 years in the case of males and 50 years in the case of females
- ସଂ. ବି (ସ୍ଥବିର+ଭାବ ଅ; ଯ) — [ଦ୍ର— 70 ବର୍ଷରୁ 90 ବର୍ଷ ବୟସ ପର୍ଯ୍ୟନ୍ତ ସ୍ଥାବରାବସ୍ଥା ଓ ତହିଁରୁ ଉର୍ଦ୍ଧ୍ୱ ବୟସ୍କ ବ୍ଯକ୍ତିଙ୍କୁ ବର୍ଷୀୟାନ ବୋଲାଯାଏ—ହି. ଶ] — [ଦ୍ର—70ବର୍ଷରୁ90ବର୍ଷ ବୟସ ପର୍ଯ୍ୟନ୍ତ ସ୍ଥାବରାବସ୍ଥା ଓ ତହିଁରୁ ଉର୍ଦ୍ଧ୍ୱ ବୟସ୍କ ବ୍ଯକ୍ତିଙ୍କୁ ବର୍ଷୀୟାନ ବୋଲାଯାଏ—ହି. ଶ]