ସ୍ଥାବର ବିଷ Sthābara bisha
- ସଂ. ବି — ସୁଶ୍ରୁତ ଅନୁସାରେ ଯେଉଁ ବିଷବୃକ୍ଷ ମୂଳ, ପତ୍ର, ଫଳ, ଛାଲ, ଦୁଧ, ସାର, ଅଠା, ଚେର ଓ ଧାତୁରେ ମିଳେ (ହି. ଶ); ସ୍ଥାବର ପଦାର୍ଥରେ ଥିବା ଜହର — Vegetable and metal position
- ସଂ. ବି — [ଦ୍ର— ବୈଦ୍ଯକ ମତରେ ଏ ବିଷ ଜ୍ୱର, ହିକ୍କା, ଦନ୍ତହର୍ଷ, ଗଳ— ବେଦନା, ବମନ, ଅରୁଚି, ଶ୍ୱାସ, ମୂର୍ଚ୍ଛା ଉତ୍ପାଦନ କରେ (ହି. ଶ) ।