ସ୍ଥାପୟିତା Sthāpayitā

  • ସଂ. ବିଣ. ପୁଂ (ସ୍ଥାପି ଧାତୁ+କର୍ତ୍ତୃ. ତୃ; ସ୍ଥାପୟିତୃ 1 ମା. 1 ବ) — ସଂସ୍ଥାପକ; ସ୍ଥାପକ; ଯେ ସ୍ଥାପନ କରନ୍ତି — Establishing; founding