ସ୍ଥାପନ Sthāpana
- ସଂ. ବି (ସ୍ଥା ଧାତୁ ଣିଚ୍= ଥାପି ଧାତୁ+ଭାବ. ଅନ+ ଅ) — ନିବେଶନ; ରଖିବା; ଖୋଲିବା — Placing; setting up
- ସଂ. ବି (ସ୍ଥା ଧାତୁ ଣିଚ୍= ଥାପି ଧାତୁ+ଭାବ. ଅନ+ ଅ) — ପ୍ରତିଷ୍ଠା କରିବା; ଥାପିବା — Establishing; starting; founding; setting up
- ସଂ. ବି (ସ୍ଥା ଧାତୁ ଣିଚ୍= ଥାପି ଧାତୁ+ଭାବ. ଅନ+ ଅ) — ଅର୍ପଣ — Entrusting
- ସଂ. ବି (ସ୍ଥା ଧାତୁ ଣିଚ୍= ଥାପି ଧାତୁ+ଭାବ. ଅନ+ ଅ) — ନିୟୋଗ କରଣ — Deputing
- ସଂ. ବି (ସ୍ଥା ଧାତୁ ଣିଚ୍= ଥାପି ଧାତୁ+ଭାବ. ଅନ+ ଅ) — ପୁଂସ— ବନ (ମେଦିନୀ); ହିନ୍ଦୁଙ୍କର ଦ୍ୱିତୀୟ ସଂସ୍କାର — A ceremony performed by the husband of a woman when she perceives the foetus to be quick in the womb in the second or third month of conception
- ସଂ. ବି (ସ୍ଥା ଧାତୁ ଣିଚ୍= ଥାପି ଧାତୁ+ଭାବ. ଅନ+ ଅ) — ସମାଧି (ବିଶ୍ୱ) — Laying of the ashes of a decesed saint
- ସଂ. ବି (ସ୍ଥା ଧାତୁ ଣିଚ୍= ଥାପି ଧାତୁ+ଭାବ. ଅନ+ ଅ) — କୌଣସି ନୂଆ କାମ କରିବା (ହି. ଶ) — Starting of a new work
- ସଂ. ବି (ସ୍ଥା ଧାତୁ ଣିଚ୍= ଥାପି ଧାତୁ+ଭାବ. ଅନ+ ଅ) — ପ୍ରତି ପାଦନ; ପ୍ରମାଣିତ କରଣ (ହି. ଶ) — Establishment of a matter by proof
- ସଂ. ବି (ସ୍ଥା ଧାତୁ ଣିଚ୍= ଥାପି ଧାତୁ+ଭାବ. ଅନ+ ଅ) — ଶରୀରରକ୍ଷାର ବା ଆୟୁ— ବୃଦ୍ଧିର ଉପାୟ (ହି. ଶ) — Means for preservation of the body or for longevity
- ସଂ. ବି (ସ୍ଥା ଧାତୁ ଣିଚ୍= ଥାପି ଧାତୁ+ଭାବ. ଅନ+ ଅ) — (ରକ୍ତସ୍ରାବ) ରୋଧ କରିବା ଉପାୟ (ହି. ଶ.) — Means taken for restraining the flow (of blood)
- ସଂ. ବି (ସ୍ଥା ଧାତୁ ଣିଚ୍= ଥାପି ଧାତୁ+ଭାବ. ଅନ+ ଅ) — ଆଳୟ; ଆବାସ; ଗୃହ (ହି. ଶ) — House
- ସଂ. ବି (ସ୍ଥା ଧାତୁ ଣିଚ୍= ଥାପି ଧାତୁ+ଭାବ. ଅନ+ ଅ) — ଅନ୍ନରାଶି (ହି. ଶ) — A heap of food