ସ୍ଥାପତ୍ୟ Sthāpatya
- ସଂ. ବି (ସ୍ଥପତି+ଯ) — ରାଜକାମ; ସ୍ଥପତିର କାର୍ଯ୍ୟ — The work of a mason; masonry
- ସଂ. ବି (ସ୍ଥପତି+ଯ) — ସ୍ଥପତି ବିଦ୍ଯା; ଗୃହାଦିର ଶିଳ୍ପ — Architecture; the art of house-building
- ସଂ. ବି (ସ୍ଥପତି+ଯ) — ଅନ୍ତଃପୁର ରକ୍ଷକ (ଅମର) — The servant in charge of the harem
- ସଂ. ବି (ସ୍ଥପତି+ଯ) — ସ୍ଥାନରକ୍ଷକଙ୍କ ପଦ (ହି. ଶ) — The post or position of the keeper of a place