ସ୍ଥାନାନ୍ତର Sthānāntara

  • ସଂ. ବି (ଅନ୍ଯ ସ୍ଥାନ=ସ୍ଥାନାନ୍ତର, କର୍ମଧାରୟ) — ଅନ୍ୟସ୍ଥାନ — Another place
  • ଦେ. ବି — ସ୍ଥାନାନ୍ତରିତ ହେବାର ଅବସ୍ଥା — Removal; displacement
  • ଦେ. ବି — ଚାକିରିରେ ଏକ ସ୍ଥାନରୁ ଅନ୍ଯ ସ୍ଥାନକୁ ବଦଳି — Transfer of service from one place to another