ସ୍ଥାନାନ୍ତରିତ Sthānāntarita

  • ସଂ. ବିଣ (ସ୍ଥାନାନ୍ତର+ଇତ) — ଏକ ସ୍ଥାନରୁ ଅନ୍ଯ ସ୍ଥାନକୁ ନୀତ ବା ପ୍ରେରିତ — Displaced; dislocated; removed from one place;2 ଚାକିରିରୁ ବଦଳି ହେବା— 2. Transferred from service at one place to another