ସ୍ଥାନକ Sthānaka
- ସଂ. ବି (ସ୍ଥାନ+କ) — ଆଳବାଳ; ଗଛ ମୂଳରେ ପାଣି ରହିବା ପାଇଁ କରାଯାଇଥିବା ମଳା — A trough made round the foot of a tree to water to feed the roots
- ସଂ. ବି (ସ୍ଥାନ+କ) — ନଗର — Town
- ସଂ. ବି (ସ୍ଥାନ+କ) — ଫେନ — Foam
- ସଂ. ବି (ସ୍ଥାନ+କ) — ବୁଦବୁଦ — bubble
- ସଂ. ବି (ସ୍ଥାନ+କ) — ନୃତ୍ୟର ମୁଦ୍ରାବିଶେଷ — A posture in dancing