ସ୍ଥାନ ସଙ୍କୁଳନ Sthāna saṇkuḻana

  • ସଂ. ବି — ଥାନ ଅଣ୍ଟିବା; ଅବସ୍ଥାନ କରିବାପାଇଁ ସ୍ଥାନର ଯଥେଷ୍ଟତା — The state of having sufficient space; provision for sufficient space
  • ସଂ. ବି — ସ୍ଥାନର ସଂକୀର୍ଣତା; ସ୍ଥାନ ନ ଅଣ୍ଟିବା — having sufficient space; provision for sufficient space