ସ୍ଥାନ ପାଳ Sthāna pāḻa

  • ସଂ. ବି (ସ୍ଥାନ+ପାଳି ଧାତୁ+କର୍ତ୍ତୃ. ଅ) — ସ୍ଥାନରକ୍ଷକ; ସ୍ଥାନିକ (ଶବ୍ଦ କଳ୍ପଦ୍ରୁମ); ଯେ କୌଣସି ସ୍ଥାନକୁ ଜଗେ; ଚୌକିଦାର — A person who watches a place; watchman
  • ସଂ. ବି (ସ୍ଥାନ+ପାଳି ଧାତୁ+କର୍ତ୍ତୃ. ଅ) — ପ୍ରଧାନ ନିରୀକ୍ଷକ (ହି. ଶ) — Chief Inspector