ସ୍ଥା (ଧାତୁ) Sthā (root)

  • ସଂ — ଥିବା — To be
  • ସଂ — 2 ସ୍ଥିତ ହେବା — 2ସ୍ଥିତ ହେବା—2. To be placed
  • ସଂ — 3 ରହିବା — 3ରହିବା—3. To stay
  • ସଂ — [ଦ୍ର—ଏହି ଧାତୁ ପୂର୍ବେ ଆ, ଅବ, ଉପ, ଅଧି, ଅନୁ, ପ୍ର, ପ୍ରତି ଆଦି ଉପସର୍ଗ ଲାଗିଲେ ଭିନ୍ନ ଭିନ୍ନ ଅର୍ଥ ବୁଝାଯାଏ। ପ୍ରତି, ଅଧି ଓ ଅନୁ ପରେ 'ସ୍ଥା'ର ରୂପ 'ଷ୍ଠା' ହୁଏ]