ସ୍ଥଳେଶୟ Sthaḻeṡaya

  • ସଂ. ବିଣ (ସ୍ଥଳେ+ଶୀ ଧାତୁ+କର୍ତ୍ତୃ. ଅ; ଅଲୁକ୍ ସମାସ) — ଶୁଖିଲା ଭୂଇଁରେ ଶୋଉଥିବା — Sleeping on land
  • ବି — ରୁରୁ; କୁରଙ୍ଗାଦି ପଶୁ — Deer; antelope