ସ୍ଥଳେରୁହା Sthaḻeruhā

  • ସଂ. ବି (ସ୍ଥଳେ+ରୁହ୍ ଧାତୁ+କର୍ତ୍ତୃ. ଅ+ସ୍ତ୍ରୀ. ଆ; ନିତ୍ୟସମାସ) — ଗୃହକୁମାରୀ (ରାଜନିର୍ଘଣ୍ଟ); ଘୃତକୁମାରୀ; ଘିକୁଆଁରୀ — Indian aloe
  • ସଂ. ବି (ସ୍ଥଳେ+ରୁହ୍ ଧାତୁ+କର୍ତ୍ତୃ. ଅ+ସ୍ତ୍ରୀ. ଆ; ନିତ୍ୟସମାସ) — ଦଗ୍ଧାବୃକ୍ଷ; ଚିତାକୁଟୀ ଗୁଳ୍ମ — A plant; Eupar- veiflora
  • ବିଣ — ସ୍ଥଳଜାତ (ବୃକ୍ଷାଦି) — Growing on land