ସ୍ଥମ୍ଭି ରହିବା Sthambi rahibā

  • ଦେ. କ୍ରି (ସଂ. ସ୍ତମ୍ଭ ଧାତୁ) — ଗତି କରୁ କରୁ ବନ୍ଦ ହୋଇ ରହିବା — To come to a stand-still
  • ଦେ. କ୍ରି (ସଂ. ସ୍ତମ୍ଭ ଧାତୁ) — [ଉ—ଏ ସକାଶୁଁ ସ୍ଥମ୍ବି ରହିଲା ରଥ ରାୟେ। ପୁଣି ମଡ଼ା ସୈନ୍ଯେ ପୂରିଲେ କୋଶେ ଯାଏ—କୃଷ୍ଣସିଂହ, ମହାଭାରତ, ଦ୍ରୋଣ]